STORYMIRROR

ସୁଭଦ୍ରା ସିଂହ

Tragedy Classics

3  

ସୁଭଦ୍ରା ସିଂହ

Tragedy Classics

ସ୍ମୃତି

ସ୍ମୃତି

1 min
170

ଅମୂଲ୍ୟ ତୁମେ 

ବିଗତ ଅତୀତର ମୁହୂର୍ତରେ,  

ସ୍ମୁତି ତୁମେ 

ବିଗତ ଅତୀତର ଅନୁଭବରେ,

ପ୍ରେମ ତୁମେ 

ବିଗତ ଅତୀତର ମନରେ, 

ଦ୍ୱେଷ ତୁମେ 

ବିଗତ ଅତୀତର ହୃଦୟରେ, 

ଆଭା ତୁମେ 

ବିଗତ ଅତୀତର ସୌନ୍ଦର୍ଯ୍ୟରେ, 

ବାସ୍ନା ତୁମେ 

ବିଗତ ଅତୀତର ମଳୟରେ, 

ବର୍ଣ୍ଣ ତୁମେ 

ବିଗତ ଅତୀତର ଇନ୍ଦ୍ରଧନୁରେ, 

ଆକର୍ଷଣ ତୁମେ 

ଗୋଲାପ ପାଖୁଡାର ସ୍ପର୍ଶରେ, 

ହେ ଊଂନବିଂଶ ଅଧ୍ୟାୟ!

ତୁମ ଅମୀୟ ସ୍ମୁତିରେ ପ୍ରଭାବିତ ଏ ସୃଷ୍ଟି, 

ସଦା ସ୍ମରଣୀୟ ତୁମ ଅମ୍ଳାନ କୃତ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy