STORYMIRROR

shaikh mozahid mahatab

Inspirational Others

2  

shaikh mozahid mahatab

Inspirational Others

ସମ୍ପର୍କର ରଙ୍ଗ

ସମ୍ପର୍କର ରଙ୍ଗ

1 min
106


ସମୟ ସହିତ କିଛି ସମ୍ପର୍କର ରଙ୍ଗ ବଦଳି ଯାଏ ସତ

କିନ୍ତୁ ସେ ସମ୍ପର୍କର ରଙ୍ଗ ଗାଢ଼ ହେବ କି ଫିକା ହେବ,

ତାହା କେବଳ ସେ ସମ୍ପର୍କରେ ଆବଦ୍ଧ ମଣିଷଙ୍କ ଉପରେ ନିର୍ଭର କରିଥାଏ।


ବେଳେ ବେଳେ ସମୟ ସହିତ ସମ୍ପର୍କର ରଙ୍ଗ ବଦଳିଯାଏ,

ବେଳେ ବେଳେ ଖରାପ ସ୍ବପ୍ନଠୁ ବାସ୍ତବତା ଟା ବେଶି କଷ୍ଟ ଦିଏ।


କିଛି ସମ୍ପର୍କର ରଙ୍ଗ ପାଣି ପରି

ନା ଥାଏ ମହକ ନା ଥାଏ ଆକାର,

ନା ଥାଏ କିଛି ସ୍ୱାଦ ନା ବଙ୍ଗିବାର ଡ଼ର 

କିନ୍ତୁ ସେ ସମ୍ପର୍କର ମହତ୍ୱ ବହୁତ ଆମ ଜୀବନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational