STORYMIRROR

PUSPALATA SAHOO

Abstract

3  

PUSPALATA SAHOO

Abstract

ସମ୍ପର୍କ

ସମ୍ପର୍କ

1 min
307

ତମର ମୋର ସମ୍ପର୍କ

ଦୁଇଟି ଶରୀରର ନୁହେଁ

ଦୁଇଟିକୋମଳ ମନର

ଦୁଇଟି ନିଷ୍ପାପ ଆତ୍ମାର

ହୃଦୟର ନିବିଡ କୋଣରୁ

ତୁମ ସହ ସମ୍ପର୍କ ହୋଇଛିତିଆରି

ସୂର୍ଯ୍ୟ ସହ କମଳର ସମ୍ପର୍କ

ନୀଳ କଇଁ ସାଥେ ଚନ୍ଦ୍ରମାର ପ୍ରୀତି

ସ୍ଥାପିତ ହୋଇଯାଏ ଅଜାଣତରେ

ଠିକ ସେପରିତୁମେ ମୋ ପ୍ରାଣରେ

ହୃଦୟର ନିଶବ୍ଦତାରେ

ମୋ ମନ ଉପବନରେ

ଭ୍ରମର ସାଜି ଆସ

ଭରିଦିଅ ମୋ ମନରେ

ପ୍ରୀତିର ମଧୁ ବାରିଧାରା

କାଁହିଁକି ନା ତୁମେ

ମୋ ପ୍ରେମର ନିଆରା ସମ୍ପର୍କ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract