STORYMIRROR

Sidheswar Tripathy

Romance Tragedy

4  

Sidheswar Tripathy

Romance Tragedy

ସମ୍ପର୍କ ବନାମ ସ୍ୱାଭିମାନ

ସମ୍ପର୍କ ବନାମ ସ୍ୱାଭିମାନ

1 min
347

କାନ୍ଥରେ ଦୁଇଟା କ୍ୟାଲେଣ୍ଡର ବଦଳିଲାପରେ

ତୁମେ ଆଜି ଦେଖାହେଲ

ନୂଆ ରାଜଧାନୀର ସେ 

ସ୍ମାର୍ଟ ସିଟିରେ ।


କହିଗଲ କେତେ କଥା ମୋ ଆଖିକୁ ଅନେଇଁ

ମୁଁ ଦେଲି ଗୋଟିଏ ଉତ୍ତର

ମୁଁ ନୀରବ ତୁମେବି ନୀରବ

ଆଉକିଛି ନାହିଁ ।


ଶବ୍ଦଯୋଡ଼ା ଲୋକ ଗୁଡା

ଏତେ ମିଛୁଆ କେମିତି

କଠୋର ନିର୍ଦୟ ଆଉ

ଅହଙ୍କାରୀ ସତରେ ସେମିତି ।


ହଁ ହେଇଥିଲେ ହେଇଥିବ ସତ

ହେଲେ କେବେ ଭୁଲିବନି

ଏହା ମଧ୍ୟ ସତ

ମୁଁ ପଛେ ମରିପାରେ ଦିନେ

ମୋ ସ୍ୱାଭିମାନ

ରହିଥିଲା ରହିଥିବ ସେମିତି ଅକ୍ଷତ ।



Rate this content
Log in

Similar oriya poem from Romance