ସମୟ ଆଉ ତୁ
ସମୟ ଆଉ ତୁ
1 min
7.2K
ତୁ ଦିନେ ନିଶ୍ଚୟ ବୁଝିବୁ,
ମନେ ମନେ ମୋତେ,
ବହୁତ ଖୋଜିବୁ l
ହେଲେ ମୁଁ ନଥିବି ତୋ ପାଖରେ,
ସେଦିନ ବୁଝିପାରିବୁ l
ସମୟ କାହାକୁ କହନ୍ତି,
ଦୁଃଖ କେମିତି ସହନ୍ତି ।
ସିଦ୍ଧେଶ୍ବର ତ୍ରିପାଠୀ
8018646704