STORYMIRROR

Muralidhar Shika

Inspirational Others

3  

Muralidhar Shika

Inspirational Others

ସମିଆ

ସମିଆ

1 min
211


ସମିଆ ଜାନି ଖାଏବୁ ପିଲା

ସମିଆ ଜାନି ହସବୁ ପିଲା

ସମାଆ ଦେଖି ଚଲବୁ।

ସମିଆ ଠାନେ ବଲ ଦେଖାଲେ

ଗୁର ମୁସେଇ ପଡବୁ।। ୧।।


ସମିଆ ଜାଏସି ତାର ବାଟେ

ସମିଆ ଜାଏସି ଗୁଟେ କଟେ

ନାଇ ଟାକି ରହେ କାହାକେ।

ସମିଆ ହାଟେ ଘିନି ବସଲେ

ନାଇ ଧରି ପାରୁ ଆଟେ।। ୨।।


ସମିଆ ଦେଖ ନାଇ ଟାକେ

ସମିଆ ଦେଖି ଦେବୁ ଆଖେ

ନାଇ ଭୁଲବୁ ପୁତା।

ସମିଆ ବଲସି ଦେଖ ଗୁସିଆ

ଛଡାମି ଉରଖା ବଥାା। ୩।।

ମୁରଲି ଶିକା

ବଲାଙ୍ଗିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational