STORYMIRROR

Muralidhar Shika

Others

3  

Muralidhar Shika

Others

ଚାଷିର ଦୁଖ

ଚାଷିର ଦୁଖ

1 min
248


ଚାଷି ମରଲା ଆସେ

ପଣକା ମରଲା ଫାସେ

କିଏ କାହାର ଇ ସଂସାରେ ହୋ।

ନୁନ ମିରଚାର ସଂସାର ଭିତରେ

ଚାଷି ଏକା ଭୁଗୁଛେ ହୋ।।

ଶିତ କାକର ବରଷା ଧରି

ଖେତେ ଚାଷି ଜାଉଛେ ମରି

ପେଟେ କପଡା ଜାକି ହୋ।

ଲାଗ ଉଧାରେ ବୁଟ ବୁଟେଇ

ଚାଷ ଜାଉଛେ ଇନେ ମରି ହୋ।।

ଖାଏତି ଲୁକର କାଏ ଭାଲନି

କେନତା କରି ଅଉଛେ ଆନି

କେଭେ ଟିକେ ହେଲେ ଭାବହୋ।

ମୁହର ଝାଲ ଟୁଣେ ପିଈକରି

ଚାଷିର ଦୁଖ କେ ଦେଖ ହୋ।।

ମୁରଲି ଶିକା

ବଲାଙ୍ଗିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍