STORYMIRROR

Muralidhar Shika

Inspirational

1.4  

Muralidhar Shika

Inspirational

ସଂସାର

ସଂସାର

1 min
557


ସଂସାର ଭିତରେ ଗୁନ୍ଦୁଲା ଗପା

ତାହା ଜାନି କରିି ଲହକିବୁ।

କରମ ଆଏ ତୋର ମୁଲ ମନତର

ତାକି ତରକି ରହେବୁୁ।।

ଜେନତା କମାଲେ ହେନଢା ଧାଏବୁ

ସତ ବୁନଲେ ଗରସେ।

ପାପର ଘାଟେ ମୁଡ ଭିଜାଲେ

ଗୋଡ ତଲକେ ଖସେ।

ପୁଇନ ବଲେ ସଂସାରୁ ପାର

ପାପ ଘାଟଲେ ମଲୁୁ।

ପାପର କାତ ମାରବୁ ବଏଲେ

ସଂସାରେ ଦେଖ ଗୁଇବୁ।।

ମୁରଲୀ ଶିକା

ବଲାଙ୍ଗିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational