ଉଲଟା କେ ପୁଲଟା
ଉଲଟା କେ ପୁଲଟା
1 min
190
ଲୁକି ଲୁକାକରି ବମ୍ ଖଜଲ
ମାରି ଦେଲ ଚଉରାଲିସ ।
କାଏ ଜସଟା ତମେ ପାାଏଲ
ତିନସହ ହେଲା ଲିସ ।।
ତୁମର ମୁହୁ ପୁଡୁରେ ପାକିସ୍ଥାନେ
ଆମରନ ଲଗଲ ଗାଲି ।
ଆମେ ବି'ତ ଉଲଟା ପଠାନୁ
ହେ ବତରୀଆ ଗୁଲି ।।
ଦେଶର ଲାଗିର ଜୀବନ ଦେଲେ
ହଁସି ହଁସି କରି ।
ଆମର ଠାନେ ଲାଇ ଲାଗବନ
ତମକୁ ଦେମୁନ ମାରିି ।।
ସହିତ ମାନକର ମରନ ଲାଗିର
ସତ ଗତି ଆମେ ମାନି।
ଘରେ ଦୁଆରେ ଦିପ ଜାଲୀକରି
ଭାଗମୁ ମୁଁ ତୁମର ଠାନି ।।
ଉଲଟାକେ ପୁଲଟା କରି ଦେଖାନୁ
ତାକି ତରକି ଥିବ।
ଆମର ଠାନେ ଘିଜେଇ ହେଲେ
ତମେ ଦେଖ ଗୁଇବ ।।
ସ୍ବାଧୀନ ପାଇ ଆମେ ଜୀଇନୁ
ହଏରେ ପାକିସ୍ଥାନେ।
ଶହ ଶହ ବାଟେ ତୁମେ ଜୀବନ
ନାଇ ମର କେଭେ ଝନେ ।।
ମୁରଲୀ ଶିିିକା,କୁୁତୁର୍ଲା, ଲରମ୍ଭା
ପାଟଣାଗଡ଼,ବଲାଙ୍ଗିର
