STORYMIRROR

Muralidhar Shika

Tragedy

3  

Muralidhar Shika

Tragedy

ଖୋଜୁଛି ମୁଁ ତୁମକୁ

ଖୋଜୁଛି ମୁଁ ତୁମକୁ

1 min
297

ରାତ୍ରିର ନିଃଶଦ୍ଦତାରେ

ସହରର ଶୂନ ସାନ ଗଳିରେ

ମୁଁ ନିଜକୁ ଖୋଜୁଛିି, 

ଜହ୍ନ ବି ହସୁଛି

ତାରା ବି ଦେଖୁଛି

ପବନ ପୁଣି ମତେ ତାତ୍ସଲ୍ୟ କରୁଛି

ଖୋଜି ଖୋଜିି ମୁଁ ଆଜି ନିଜକୁ ହଜାଇ ଦେଇଛିି। 

କାଇଁ ମନେ ପଡୁନି ତ, 

ମୁଁ ନିଜକୁୁ କେଉଠି ହଜାଇଛି

ଯାହା ପାଇଁ ଆଜିି ମୁଁ ନିଜକୁ ହଜାଇ ଦେଇଛି

ସେ ମତେ ଏକା ହଜିବାକୁ ଛାଡି ଦେଇ

କୋଆଡେ ଲୁଚି ଜାଇଛି। 

ଜାହାକୁ ନେଇ ସାହାସ ରଖିଥିଲି ମନେ

ଭାଙ୍ଗି ଦେବି ଆଶୋକ ବନର ରାକ୍ଷାସ ପ୍ରାଚିର

ସେହି ସାହାସ ହିଁ ଭରି ଦେଲା ଏ ଜୀବନେ 

ପରା ଯନ୍ତ୍ରଣା ।

ଜିତିବାର ଲକ୍ଷ୍ୟ ହାରି ଜାଇ ଥିବା ସୈନ୍ୟ ଟିଏ ପରି

ଭାଙ୍ଗି ପଡିଲି ଜୀବନର ଆଙ୍ଗନରେ 

ହୃଦୟ ଆଜି ପାଲୋଟିି ଜାଇଛି କ୍ଷତାକ୍ତ ଜୀବନ ଟିଏ ପରି

ଭାରି ଦେଇଛି ଅବସୋସ।

ତଥାପି ଜିଇ ରହିଛି, ତଥାପି ଜିଇ ରହିଛି

ମୁଁ ମରିଜାଇନି ଛଳନାର ପ୍ରହାରେ

ନିରାକାର ଅନ୍ଧକାରେ

ଆଶାା ପ୍ରଦୀପ ଜାଳି 

ନିଜକୁ ଖୋଜୁଛି ସମ୍ଭାବନାର ସହରେ।। 


ମୂରଲୀ ଶିକା

କୁତୁର୍ଲା ଲରମ୍ଭା ପାଟଣାଗଡ ବଲାଙ୍ଗିର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy