STORYMIRROR

Manas Kumar

Abstract

2  

Manas Kumar

Abstract

ସଲାମ ମୋ ଦେଶର ବୀର ସୈନିକ

ସଲାମ ମୋ ଦେଶର ବୀର ସୈନିକ

1 min
215

ହେ ବୀର ସୈନିକ ଜାଣେନା ତମ ନାମ 

କିନ୍ତୁ ସଲାମ ତମକୁ କାରଣ ତମେ ଆମର ଗର୍ବ ଆଉ ଗୌରବ


ହୋଇପାରେ ତମେ କାହାର ପୁତ୍ର ତ କାହାର ପିତା କି ସ୍ୱାମୀ 

କିନ୍ତୁ ନାହିଁ ନିର୍ଦ୍ଧିଷ୍ଟ ତମର କିଛି ଜାତି କି ଗୋତ୍ର


ବାସ ହୃଦୟ ରୁ ଏକ ଧନ୍ୟବାଦ 

କାରଣ ଆମେ ଆଉ ଆମର ଦେଶର ସୀମା ସୁରକ୍ଷିତ କେବଳ ତମରି ପାଇଁ


ଜାଣେ ମୁଁ ପଛଘୁଞ୍ଚା ନାହିଁ କେବେ ବୀର ର ଜାତକେ 

ନ ଥାଏ ସେ ପ୍ରାଣ ର ଆତଙ୍କେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract