STORYMIRROR

Ram Prasad Bisoi

Inspirational Others Abstract

2  

Ram Prasad Bisoi

Inspirational Others Abstract

ଶୁନ୍ୟରାଗ

ଶୁନ୍ୟରାଗ

1 min
13.7K


ଉଡାଣକୁ ନାହିଁ ପ୍ରତୀକ୍ଷା,

ଶିଖୁଛି ଯୋଡିବା ଡେଣା,

ଛୁପା ଆଖିର ସ୍ବପ୍ନକୁ

ବିମ୍ବ ପଚାରେ ପ୍ରତିବିମ୍ବକୁ,

ଆଲୋକ ପଚାରେ ରଶ୍ମିକୁ,

ଜହ୍ନ ପଚାରେ ଜୋଛନ୍ନାକୁ,

ଶୁନ୍ୟ ପଚାରେ ଅସ୍ତିତ୍ଵକୁ

ତୁ ମୋର ଦାୟିତ୍ୱ ଶୁନ୍ୟରାଗ

ଆସିଯା ଶରତ ଶୀତୁଆ ସକାଳ ଭଳି---!

©®କାଶ୍ୟପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational