ଶସ୍ତା କବିତା - 56
ଶସ୍ତା କବିତା - 56
ନଖ ନିଶ ଦାଢି ଲମ୍ବା ଲମ୍ବା ହେଲେ
ଶରୀର ବିରୂପ ହେବ
ପେଟର ମଇଳା ପେଟରେ ରଖିଲେ
ଶରୀର କଷ୍ଟ ପାଇବ
ପ୍ରମୋଦ କୁମାର ଜେନା ©
ନଖ ନିଶ ଦାଢି ଲମ୍ବା ଲମ୍ବା ହେଲେ
ଶରୀର ବିରୂପ ହେବ
ପେଟର ମଇଳା ପେଟରେ ରଖିଲେ
ଶରୀର କଷ୍ଟ ପାଇବ
ପ୍ରମୋଦ କୁମାର ଜେନା ©