STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ଶସ୍ତା କବିତା - 141

ଶସ୍ତା କବିତା - 141

1 min
13.6K


ପୁଅର ଦରମା         ଝିଅର ବୟସ

ପଚାରି ବୁଝନା ଶାସ୍ତ୍ର କହୁଛି

ସେ କାଳର କଥା     ଚୁଲିକୁ ଗଲାଣି

ନ ମାଗୁଣୁ ବାୟୋଡାଟା ଆସୁଛି

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy