STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଶ୍ରମିକ

ଶ୍ରମିକ

1 min
241


ଶ୍ରମିକ ମୁଁ ଏକ

ଶ୍ରମିକ ହାତରେ

ମୋର ଉନ୍ମାଦର

ଅମୋଘ ଅସ୍ତ୍ର

ସଦା କରିବି ଶ୍ରମ

ସଭିଙ୍କ ମୁଖରେ

ଫୁଟାଇ ଦେବି ହସ

ପାଇବି ଯାହା ମୂଲ

ଚଳାଇ ନେବି  

ତେଲ ଲୁଣର

ସଂସାର ମୋର

ଶ୍ରମ ଯେ ଅଟଇ

ଶିରିପା ମୋର

ଭ୍ରାନ୍ତ ମନକୁ

ଦେବି ବୁଝାଇ

କର୍ମ ଅଟଇ

ଜୀବିକା ମୋର

ନ ଯିବି କେବେ

   ଥକି

କରୁଥିବି ଶ୍ରମ

   ମନ ମଉଜି

ଖେଳାଇ ଦେବି

ଆନନ୍ଦ ଲହରି

ନ ଯିବି ଥକି

ଶ୍ରମ କରି କରି

ଏ ଧରାରୁ ଯିବି

  ବାହାରି

ଶ୍ରମିକ ଵୋଲି

 ଗର୍ବ କରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational