STORYMIRROR

Tapan Dixit

Abstract Others

2  

Tapan Dixit

Abstract Others

ଶ୍ରୀ ଛାମୁରେ ବେଳାର ବିନତି

ଶ୍ରୀ ଛାମୁରେ ବେଳାର ବିନତି

1 min
13.6K


ମହୋଦଧିର ସେ ଅମାପ ଜଳରେ 

ନତିନ୍ତେ ଯା'ର ଶରୀର 

ଭକତ ଆଖିର ଟୋପାଏ ଲୁହରେ 

ହୋଇ ଯାନ୍ତି ସର ସର ,

ଭବବନ୍ଧନ ଯା' ପାଖ ନ ମାଡ଼ଇ 

ଥାଏ ଯୋଜନ ର ଦୂରେ 

ଭକତ ପାଖରେ ବନ୍ଧା ପଡ଼ି ଯାନ୍ତି 

ବାନ୍ଧି ହୋଇ ଭକତିରେ ,

ଏତିକି ଅଳି ମୋ ଶ୍ରୀ ଚରଣେ ପ୍ରଭୁ 

ନକରିବେ କେବେ ପର 

ଛନ୍ଦା ଚରଣଦରେ ବନ୍ଧା ପଡି ଥାଉ 

'ବେଳା' ର ଜୀବନ ଡୋର …….।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Abstract