STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଶ୍ରଦ୍ଧାଠଠଠ

ଶ୍ରଦ୍ଧାଠଠଠ

1 min
191

ଶ୍ରଦ୍ଧା ଅଟେ ଏକ

ମନର ସନ୍ତୁଷ୍ଟିର 

 ପରିପୂର୍ଣ୍ଣତାର 

କୋମଳ ପରଶ

ସ୍ଵତଃପୂର୍ତ୍ତ ଭାବରେ

ଯୋଗାଏ ଅସରନ୍ତି

ମନ ମହକ ଶ୍ରଦ୍ଧା ସୁମନ 

ଏକ ଶୀଥିଳ ଉଦବୋଧନ

ଏକ ପରିତୋଷିତ କ୍ଷଣ

ପଦିଏ ଶ୍ରଦ୍ଧାର ଭାଷା

ଖୋଲି ଦିଏ ନୟନ

ବୋହିଯାଏ ଆନନ୍ଦ

ଅଶ୍ରୁର ଧାର

ଭରିଦିଏ ଶୀତଳ 

ଜୋସ୍ନାର ଉନ୍ମାଦ

ବଦଳାଇ ଦିଏ କଣ୍ଠସ୍ୱର

ମୋହିତ କରାଏ

ଆବାଳ ବୃଦ୍ଧବନିତାଙ୍କ

   ପ୍ରାଣ

ଖେଳାଇ ଦିଏ ରୋମାଞ୍ଚକର

  ପରିବେଶ

ସଭିଙ୍କ ମନରେ ଭରିଦିଏ

 ସ୍ମିତହାସ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational