Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya Dash

Tragedy Action Inspirational

4  

Akshaya Dash

Tragedy Action Inspirational

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
4



ବସନ୍ତ ଆସିଲା କୋଇଲି ଗାଇଲା

ମହକିଲା ଚମ୍ପା ମଲ୍ଲି 

ରଙ୍ଗ ରାଇଜର କଳାକାର ରଙ୍କ 

ରାଗିଣୀ ତୋଳଇ ବୁଲି।

ଫଗୁଣ ଘୁଞ୍ଚିଲା ବୈଶାଖ ପଶିଲା

ହସିଲା ଦାରୁଣ ଖରା,

ଶୁଖିଲା ଦିଶିଲା ଗଡିଆ ,ତଟିନୀ

ଶିରୀ ତୁଟିଗଲା ଧରା।

କଳକଣ୍ଠ ଗଲା ଥାନ୍ତାକି ଭଲା

ମୂର୍ଚ୍ଛନା ଦିଅନ୍ତା ତୋଳି,

ଅଭାବି ମନକୁ ବୁଝେଇ ଦିଅଁନ୍ତି

ଚକା ଡୋଳା ସାଥି ବୋଲି।

ଛନ୍ଦର ସଂସାର ଠାରୁ ବହୁ ଦୂର

 ଗଲା ପରେ ନାହିଁ ଫେରେ,

ରଖିଛି ଭରଷା ପାଇବି ପରସା

କଳାକାର ନାହିଁ ମରେ ।

ବର୍ଷା କି ବସନ୍ତ ଗାଇବ ସଙ୍ଗୀତ 

କୋଇଲିଲୋ ପ୍ରତି ଋତୁ ,

ଫେରିବ ଫଗୁଣ ବନ ଉପବନ

ମୁଖରିତ ତାନ ହେତୁ।







Rate this content
Log in

Similar oriya poem from Tragedy