STORYMIRROR

Sunanda Mohanty

Action Classics Children

4  

Sunanda Mohanty

Action Classics Children

ଶପଥ

ଶପଥ

1 min
243

ଶିଶୁ ଆମେ ଆଗାମୀ ବଂଶଧର

ଦେଶର ଗୌରବ ପୁଣି ସୂତ୍ରଧର

ଜାତୀୟ ପକ୍ଷୀ ମୟୂର

ଜାତୀୟ ଖେଳ ହକିି ଆମର

ଜାତୀୟ ଫଳ ଆମ୍ବ ଆମର 

ଜାତୀୟ ଗୀତ ଜନ ଗଣ ଅଧି ..

ଜାତୀୟ ପଶୁ ବାଘ ପରିଧି

ଜାତୀୟତାା ଆମ ପ୍ରିିତି ମୈତ୍ରୀ

ଜାତୀୟ ପର୍ବ ପର୍ବାଣୀ ଆସୁଛି

ଅଗଷ୍ଟ ପନ୍ଦର ଜାନୁଆରୀ ଛବିଶ

ଜାତୀୟ ପତାକା ତଳେ ନେବା ଶପଥ

ଦେଶ ଜାତିର ସମ୍ମାନ ରଖିବା ନିଶ୍ଚିନ୍ତତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action