STORYMIRROR

Banali Dash

Romance

3  

Banali Dash

Romance

ଶିଳ୍ପୀ

ଶିଳ୍ପୀ

1 min
294

କୁହୁଳା ଗଙ୍ଗଶିଉଳିର ଜୀବନେ ତୁମେ ଭରି ଚାଲିଲ,

               ମହକ ସୁଗନ୍ଧରାଜ ର;

ଆଉ କଣ୍ଟକିତ ପଥ ସବୁ କଲ ସପୁଷ୍ପିତ

ଖାଲିଥିବା ଜୀବନ ପାତ୍ର ମୋ ଉଛୁଳୁ ମୁଛୁଳୁ,

              ତୁମରି ସେ ତନୁମନ ଲୋଭା ପ୍ରେମେ

ସଂସାରକୁ ଚକିତ କରି ସଜେଇଲ ମୋତେ ତୁମ ରାଣୀ;

ଆଉ ପୂରା କଲା ତୁମ ଦିଆ କଥା କୁହା ଉପହାର,

               ଆମ କାହାଣୀ ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Banali Dash

ନୂଆ ବୋହୂ

ନୂଆ ବୋହୂ

1 min വായിക്കുക

ତୁମେ'

ତୁମେ'

1 min വായിക്കുക

ସବୁଜିମା

ସବୁଜିମା

1 min വായിക്കുക

ଶିଳ୍ପୀ

ଶିଳ୍ପୀ

1 min വായിക്കുക

ତୁ ମୋ ଧନ

ତୁ ମୋ ଧନ

1 min വായിക്കുക

ମୁଁ

ମୁଁ

1 min വായിക്കുക

ମହାନତା

ମହାନତା

1 min വായിക്കുക

Similar oriya poem from Romance