STORYMIRROR

Banali Dash

Romance Fantasy

2  

Banali Dash

Romance Fantasy

ଆମ ଉଡ଼ନ୍ତା ଥାଳିଆ

ଆମ ଉଡ଼ନ୍ତା ଥାଳିଆ

1 min
183

ଇଚ୍ଛା ହୁଏ,ଏଇ ସାଙ୍ଗେ ସାଙ୍ଗେ ଆମେ ଦୁହେଁ ମିଶି

ଗୋଟାଏ ଉଡ଼ନ୍ତା ଥାଳିଆରେ ବସି

ଘୂରିବୁଲନ୍ତେ ଏ ସାରା ପୃଥିବୀର 

ଏ ପ୍ରାନ୍ତରୁ ସେ ପ୍ରାନ୍ତକୁ।

ଯେମିତି ନଥା'ନ୍ତା ଆଉ କିଛି ଆକ୍ତାମାକ୍ତା ଭାବନା ସବୁ

କି କିଛି ଦୁଃଖ କି ଚିନ୍ତାର ଲେଶ ଟିକେ,

ସେବେ ମୁଁ ପାଖରେ ଥାଇ ଖାଲି ହଜିଯା'ନ୍ତି

ତୁମ ଭିତରେ;

ସବୁ ଗତାନୁ ଗତିକତାରୁ ବାହାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance