ମହାନତା
ମହାନତା
1 min
151
ଯଦି ମୁଁ କୁହେ ,
ତୁମେ ମୋ' ଲାଗି ସୂର୍ଯ୍ୟ, ଚନ୍ଦ୍ର,ତାରା .....
ଗ୍ରହ ମାନେ ଆଉ ଆକାଶ, ପୃଥିବୀ ଠୁଁ ବି
ମହାନ୍.. ମହାନ୍.. ମହାନ୍
ତା'ହେଲେ ତୁମେ କହିବ,
ଏଟା ଗୋଟେ କୋଉ ସମାନ୍ତରାଳ
Picture ର dialogue
କାରଣ ତୁମେ' ମୋ' ଠୁଁ ସବୁବେଳେ କିଛି
Realistic Thought ହିଁ ଶୁଣିବାକୁ ଚାହଁ।
ଯେତେଥର କହିଲେ ବି ତୁମେ ମୋତେ
ବିଶ୍ୱାସ କରିବାକୁ ପଛଘୁଞ୍ଚା ଦିଅ,
ତୁମ ଭାଷାରେ ;ତୁମେ ମତେ ମୋ' ନିଜଠୁଁ
ବି ଅଧିକ ଭଲପାଅ।
Please କିଛି କର..କର.. ଆଉ କର..
ମୁଁ ତୁମ ବିନା ଆଉ ବଞ୍ଚିପାରୁନି
ମୋତେ ତୁମ ପାଖକୁ ଶୀଘ୍ର ନେଇଚାଲ
