Dr. Binita Mohapatra
Romance
ମନର କାଚ ଝରକାରେ
ସ୍ମତି ସବୁ ଉଙ୍କି ମାରେ
ଶୀତୁଆ ପବନ ଭଳି
ଦେହରେ ମୋ
ଲେସି ହୋଇଯାଏ
ଗୋଟିଏ ଗୋଟିଏ ଶୀତ ରଜନୀକୁ
ସାଉଁଟୁଛି କାନି ପଣତରେ
ଧୁଆଳିିିଆ ଗୋଧୂଳି ବେଳରେ
ପ୍ରଣୟର ବାଇଶି ପାାହଚ ଡେଇଁ
ତମକୁ ମୁଁ ପାରିିିବି ତ ଛୁଇଁ
ଏଇ ଶୀତୁଆ ରାତିରେ।।
ନୀରବତାର ସ୍ୱର
ସଖୀ କଣ୍ଢେଇ
ପ୍ରେମ
ମାର୍ଗଶୀର ମାଣବ...
ଶୀତ
ସଖୀ ଗୋ' କି' କହିବି ଶ୍ୟାମ କଥା ସଖୀ ଗୋ' କି' କହିବି ଶ୍ୟାମ କଥା
ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକାରେ ଅପେକ୍ଷାରେ ମଗ୍ନ... ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକା...
କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ଭାବ ରହୁଛି ଅଧା କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ...
ସବୁ ସପନ ମୋ ସପନେ ରହିଲା ଉଭେଇଗଲା ଚାନ୍ଦିନୀ କେତେ ସ୍ମୃତି ଆଉ ବିସ୍ମୃତି ଢେଉରେ ଭାଙ୍ଗିଲା ନିଦର ରା ସବୁ ସପନ ମୋ ସପନେ ରହିଲା ଉଭେଇଗଲା ଚାନ୍ଦିନୀ କେତେ ସ୍ମୃତି ଆଉ ବିସ୍ମୃତି ଢେଉରେ ଭାଙ୍ଗିଲା ...
ମୋ ମତରେ ପ୍ରେମ ଡୋରେ ବାନ୍ଧିବା ସଭିଙ୍କୁ, ହସି ହସାଇବା ସାରା ଜଗତବାସୀଙ୍କୁ । ମୋ ମତରେ ପ୍ରେମ ଡୋରେ ବାନ୍ଧିବା ସଭିଙ୍କୁ, ହସି ହସାଇବା ସାରା ଜଗତବାସୀଙ୍କୁ ।
ପ୍ରେମ ପ୍ରଣୟକୁ ମାନବ ପ୍ରକୃତି ଦେଇଥାଇ ହୃଦୟରୁ ସ୍ଵୀକୃତି ଆତ୍ମାର ମିଳନେ ସଜାଏ ସୁହାଗେ ଚିର ସୁନ୍ଦର ପ୍ରେମ ପ୍ରଣୟକୁ ମାନବ ପ୍ରକୃତି ଦେଇଥାଇ ହୃଦୟରୁ ସ୍ଵୀକୃତି ଆତ୍ମାର ମିଳନେ ସଜାଏ ସୁହାଗେ ଚିର ...
ପୁରୁଣା ବର୍ଷର ପୁରୁଣା କଥାକୁ ମନରୁ ଦେବା ପାଶୋରୀ ନୂଆ ବରଷରେ ହୃଦୟେ ବାନ୍ଧିବା ପ୍ରୀତିର ବନ୍ଧନ ଡୋରି ପୁରୁଣା ବର୍ଷର ପୁରୁଣା କଥାକୁ ମନରୁ ଦେବା ପାଶୋରୀ ନୂଆ ବରଷରେ ହୃଦୟେ ବାନ୍ଧିବା ପ୍ରୀତିର ବନ୍...
କହିଥିଲି କେତେ କଥା ତୁମକୁ ମୋ ଅବୁଝା ଆଖିରେ ତୁମ ଆଖି ଚିହ୍ନିଲାନି ଭାଷା ଯେତେ ଅବ୍ୟକ୍ତ ଆଖିରେ । କହିଥିଲି କେତେ କଥା ତୁମକୁ ମୋ ଅବୁଝା ଆଖିରେ ତୁମ ଆଖି ଚିହ୍ନିଲାନି ଭାଷା ଯେତେ ଅବ୍ୟକ୍ତ ଆଖିର...
ତୁମ ସନ୍ଧାନରେ ତୁମ ସନ୍ଧାନରେ
ସମ୍ପର୍କ_______ ସମ୍ପର୍କ_______
କଳ୍ପିତା ତୁମେ କେଉଁଠି କଳ୍ପିତା ତୁମେ କେଉଁଠି
କଳ୍ପିତା ପାଇଁ କବିତାଟିଏ କଳ୍ପିତା ପାଇଁ କବିତାଟିଏ
ପୀରତିର ପଥଖସଡ଼ା ବହୁତ ଖସିଯାଏ ତନୁମନ ନ ଲାଗଇ ଲାଜ ଲାଗଇ ମଉଜ ଅପବାଦ ଅପମାନ । ପୀରତିର ପଥଖସଡ଼ା ବହୁତ ଖସିଯାଏ ତନୁମନ ନ ଲାଗଇ ଲାଜ ଲାଗଇ ମଉଜ ଅପବା...
ପ୍ରେମଭାଷା ତୁମ ମାତୃଭାଷା ପରି ଆନ୍ଦୋଳିତ କରେ ପ୍ରାଣ ମାତ୍ରା ଫଳା ଦେଇ ପଢ଼େଇବ ମୋତେ ନୂଆଁ ପ୍ରେମ... ପ୍ରେମଭାଷା ତୁମ ମାତୃଭାଷା ପରି ଆନ୍ଦୋଳିତ କରେ ପ୍ରାଣ ମାତ୍ରା ଫଳା ଦେଇ ପଢ଼େଇବ ମୋତେ ...
ବିଧାତା ଯୋଡିଛି ହୃଦୟ ଦୁଇଟି ବିକାଶକୁ କାଦମ୍ବିନୀ , ଜନ୍ମ ଜନ୍ମାନ୍ତର ବନ୍ଧନର ଡୋର ... ବିଧାତା ଯୋଡିଛି ହୃଦୟ ଦୁଇଟି ବିକାଶକୁ କାଦମ୍ବିନୀ , ଜନ୍ମ ଜନ୍ମାନ୍ତର ବନ୍ଧନର...
ପ୍ରୀତିର ସଙ୍ଗୀତ ଗାଉଛି ବସନ୍ତ ମନକୁ ମୋହୁଛି ଫୁଲର ବାସ ହୁଅନା ଅବୁଝା ଆସ ପ୍ରିୟତମା ପ୍ରୀତି ଅନଳରେ... ପ୍ରୀତିର ସଙ୍ଗୀତ ଗାଉଛି ବସନ୍ତ ମନକୁ ମୋହୁଛି ଫୁଲର ବାସ ହୁଅନା ଅବୁଝା ଆସ ପ୍ରିୟତମା ...
ପୁଅ ଟିଏ ରାସ୍ତାରେ ଉପରକୁ ଅନାଇ ଗଲାବେଳେ ହଠାତ ଏକ ଘରର ଛାତଉପରେ ଶ୍ୟାମାଙ୍ଗ ଯୁବତୀ କୁ ଦେଖି ନିଜ ହୃଦୟହାରିଛି ଓ ତା ... ପୁଅ ଟିଏ ରାସ୍ତାରେ ଉପରକୁ ଅନାଇ ଗଲାବେଳେ ହଠାତ ଏକ ଘରର ଛାତଉପରେ ଶ୍ୟାମାଙ୍ଗ ଯୁବତୀ କୁ ଦେଖି ...
ମୁଁ ତୁମର ସେଇ ଅବିଚ୍ଛେଦ୍ୟ ଅଙ୍ଗ ଯାହା ପାଇଁ ତୁମର ଭିନ୍ନ ଏକ ପରିଚୟ ଦୁନିଆ ଆଖିରେ ମୁଁ ସେଇ ଅର୍ଧାଙ୍ଗିନୀ ... ମୁଁ ତୁମର ସେଇ ଅବିଚ୍ଛେଦ୍ୟ ଅଙ୍ଗ ଯାହା ପାଇଁ ତୁମର ଭିନ୍ନ ଏକ ପରିଚୟ ଦୁନିଆ ଆଖିରେ ମୁଁ...
କଳ୍ପନା ନାୟିକା ସପନ ଶାୟିକା ଶୀତଳ-କରା ମଧୁରା ମତି ପ୍ରୀତିଦାୟୀ ମୌନୀ ମାନମୟ ବିଦଗ୍... କଳ୍ପନା ନାୟିକା ସପନ ଶାୟିକା ଶୀତଳ-କରା ମଧୁରା ମତି ପ୍ରୀତିଦାୟୀ ...
ବିବାହ ବଚନେ ଅତୁଟ ବନ୍ଧନେ, ଦୁହେଁ ହୋଇଥିଲେ ବନ୍ଧା । ହାତଗଣ୍ଠି ସହ ଆମ ଭାଗ୍ୟ ରେଖା, ସେଦିନୁ ହୋଇଛ... ବିବାହ ବଚନେ ଅତୁଟ ବନ୍ଧନେ, ଦୁହେଁ ହୋଇଥିଲେ ବନ୍ଧା । ହାତଗଣ୍ଠି ସହ ଆମ ଭାଗ୍ୟ ରେଖା, ...