କାନି ସିନା ଆବେଷ୍ଟନୀ ବେକ ଚଉପାଶେ- ବୃନ୍ଦାବତୀ ପାଦ ତଳେ ସୁମନାସ ବେଳେ- କାନି ସିନା ଆବେଷ୍ଟନୀ ବେକ ଚଉପାଶେ- ବୃନ୍ଦାବତୀ ପାଦ ତଳେ ସୁମନାସ ବେଳେ-
ଭ୍ରମର ଗୁଞ୍ଜନ ରାଗ ଅଥୟ ଅମୃତ ବିଶ୍ୱାସ ର ପରାଗକୁ ପାନ କରାଇଲୁ ଭ୍ରମର ଗୁଞ୍ଜନ ରାଗ ଅଥୟ ଅମୃତ ବିଶ୍ୱାସ ର ପରାଗକୁ ପାନ କରାଇଲୁ
ବଜାର ସାହିରେ ମହକୁ ଥାଏ ଲୋ କଲେଜ ଟୋକାଙ୍କ ଭିଡ ଏଇ ରେଶମି ଶାତୀ ବଡ ବିପଦ ଲୋ ଦେଖନ୍ତି ଟୋକାଠୁ ବଡ ବଜାର ସାହିରେ ମହକୁ ଥାଏ ଲୋ କଲେଜ ଟୋକାଙ୍କ ଭିଡ ଏଇ ରେଶମି ଶାତୀ ବଡ ବିପଦ ଲୋ ଦେଖ...
ତୋ କାନିଟାରେ ବାନ୍ଧିଥିବୁ ଚାବିକାଠି କଷି ସୋହାଗର ଗଣ୍ଠି ସିନା ଜୀବନର ଖୁସି ତୋ କାନିଟାରେ ବାନ୍ଧିଥିବୁ ଚାବିକାଠି କଷି ସୋହାଗର ଗଣ୍ଠି ସିନା ଜୀବନର ଖୁସି
କେତେ ପୂଣ୍ୟ ବଳେ ମାଆକୁ ମିଳେ ମାଆ କାନି ତଳେ ଆସରା ମିଳେ କେତେ ପୂଣ୍ୟ ବଳେ ମାଆକୁ ମିଳେ ମାଆ କାନି ତଳେ ଆସରା ମିଳେ
ପଣତ କାନିକୁ ରାଣ ଓଦା ହୋଇଗଲାଣି ବୋଲି ଆଜି ନ କହୁ ପବନକୁ, ପବନ କହିଛି ଶୁଖେଇ ଦେବ ଆଖିରୁ ଖସିଲେ.. ପଣତ କାନିକୁ ରାଣ ଓଦା ହୋଇଗଲାଣି ବୋଲି ଆଜି ନ କହୁ ପବନକୁ, ପବନ କହିଛି ଶୁଖେଇ ଦେବ ...