STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ରେଶମି ଶାଢୀ

ରେଶମି ଶାଢୀ

1 min
155

ଗୋରା ରଙ୍ଗ ଦେହକୁ ତୋର

ରେଶମି ଶାଢୀ ଚିକ୍ ମିକ

ତା ଉପରେ ରେଶମି ଜରି ଦେଖୀ

ଛାତି ହୁଏ ମୋର ଧକ ଧକ  

ବଡି ସ୍ପ୍ରେ ପକାଇ କାନିକୁ ଛାଟି ଦେଇ

ବୁଲି ବାହାରିଲେ ଘର

ବଜାର ସାହିରେ ମହକୁ ଥାଏ ଲୋ

କଲେଜ ଟୋକାଙ୍କ ଭିଡ  

ଏଇ ରେଶମି ଶାତୀ ବଡ ବିପଦ ଲୋ

ଦେଖନ୍ତି ଟୋକାଠୁ ବଡ

ଚା ଖଟିରେ ସିଟି ବାଜୁଥାଏ ଲୋ

ଦେଖି ଦେଲେ ତତେ ଗୋଟେ ଥର  

କାନିକୁ ହଲାଇ ଚାଲିଯାଉ ହେଲେ

ମନେ ମନେ ହେଇ ରାଗ

ଏଇ ରାଗ ତତେ ଖେଳି ଦିଏ ଖେଳ

କାହାକୁ ଦେବୁ ତୁ ଦୋଷ  

ଏଇ ଜରି ଶାତୀ ବଡ ବିପଦଲୋ

ସେଇ ନାଲି,କଳା,ରଙ୍ଗ

ବୁଲା କୁକୁରଙ୍କ ହାବୁଡେ ପଡିଲେ

ଛଡେଇ ଦେବେତ ଢଙ୍ଗ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍