STORYMIRROR

Dr. Binita Mohapatra

Romance Others

2  

Dr. Binita Mohapatra

Romance Others

ପ୍ରେମ

ପ୍ରେମ

1 min
129


ଜୀବନ ର ଦୋ ଛକି ରାସ୍ତା ରେ

ତମ ସହ ଯେବେ ଦେଖା ହୁଏ

ପ୍ରତି ଥର ମୁଁହ ମୋଡି

ରମେ  ଚାଲି ଗଲା ପରେ

ମୋ ର ଖାଲି ମନେ ହୁୁୁଏ

ଏ କେବଳ 

ଏକ  ତାରଫା ପ୍ରେମ

ଆଉ କିଛି ନୁହେଁ


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance