Gunanidhi Samal
Abstract
କୁହୁଡି ଆଡେଇ
ସିନ୍ଦୁରା ଫଟେଇ
ଡଙ୍ଗର ସେପାଖୁ
ଆସିଥିଲା ଯେବେ ଶୀତ,
ମୋ"ଗାଆଁ ଦାଣ୍ଡରେ
ଲଙ୍ଗଳା ପିଲାଏ
ଫୁଙ୍ଗୁଳା ଦେହରେ
ନାଚୁଥିଲେ ଗାଇ ଗୀତ
ରାଗିଯାଇ ଶୀତ
ପିଲାଙ୍କ ଦେହରେ
ଦେଇଥିଲା ଯେବେ
ଶୀତଳ ପହିଲି ଛୁଆଁ,
ଶୀତ'କୁ ଡରେଇ
ନିଆଁ ଜାଳିଦେଇ
ମନ ଆନନ୍ଦରେ
ପିଲାଏ ମାରିଲେ ଡିଆଁ
ପ୍ରମିଜ
ଟେଡ଼ି
ଚକୋଲେଟ
ପ୍ରୋପୋଜ
ରୋଜ
ସୂର୍ଯ୍ୟଙ୍କ ଦା...
ଆଧୁନିକ ସାହିତ୍...
ଅଜା ହୋଇଗଲେ ଖପ...
କବିତା
ଜାଗ ଜନତା ଜାଗ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ମାଟି ମାଆ ଜୀବନରେ କେବେ ବିଶ୍ବାସ ଘାତକ ଦେଶ ସାଥେ କର ନାହିଁ ଏଇ ଦେଶ ଆମ ଗର୍ବ ଓ ଗୌରବ ...
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ବିଜୟା ଦଶମୀ ବିଜୟା ଦଶମୀ
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ସତ୍ୟ ବଚନ ସତ୍ୟ ବଚନ
କବି କବି
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ