STORYMIRROR

Madhabi Patel

Children

2  

Madhabi Patel

Children

ଶୀତ

ଶୀତ

1 min
143


ପୁ଼ଙ୍ଗୁଳା ଦେହରେ ଶୀତଳ ପବନ

ବାଜି କରେ କୁତୁକୁତୁ।

ହାତଗୋଡ ଯାକ ଥରି ଥରି ଯାଏ

ନିଆ଼଼ଁ ଜଳେ ହୁତୁହୁତୁ।

ଶୀତୁଆ ରାତିରେ କମ୍ବଳ ରେଜେଇ

ମନେପଡେ ମାଆ କୋଳ।

ମାଆ ହାତରନ୍ଧା ଗରମ ଭାତରେ

ମିଶିଯାଏ ମାଛଝୋଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children