STORYMIRROR

Ajita Mishra

Abstract

2  

Ajita Mishra

Abstract

ଶୀତ ସକାଳ

ଶୀତ ସକାଳ

1 min
338

କ୍ଷୀର ଚିନି ବିନା

ପିଇଦିଏ ନାଲିଚା

ବେଳେବେଳେ

କାଢ଼ାକରି ପିଏ

ଭଲ ଲାଗେ

ହେଲେ ମନେପଡ଼େ

ଲିଭିବାକୁ ବସିଥିବା

ମିଠା ମିଠା

ଚାଆର ସକାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract