STORYMIRROR

Sujata Routray

Tragedy

2  

Sujata Routray

Tragedy

ସହିଦ୍

ସହିଦ୍

1 min
249

ଭାରତମାତାର ବୀରପୁତ୍ରଗଣ ଯାଇଛନ୍ତି ଆଜି ଶୋଇ,

କୋଟି କୋଟି ପ୍ରାଣ ସନ୍ତାପିତ ଆଜି ଆଖିରୁ ଲୁହ ଝରଇ l


ସହିଦ୍ ହେଲେ ଯୋଦ୍ଧାମାନେ,ଦେଶପାଇଁ ପ୍ରାଣବଳୀ ଦେଇ,

ଧନ୍ୟ ତାଙ୍କ ମାତା ଧନ୍ୟ ତାଙ୍କ ପିତା ଧନ୍ୟ ଦେଶମାଟି ଏଇ l


ତ୍ରୀରଙ୍ଗାରେ ଗୁଡା କଫିନ୍ ଭିତରେ ଚିରନିଦ୍ରିତ ଆଜି ,

ତୋପରେ ସଲାମ୍ ଦିଅନ୍ତି ଯବାନ୍ ଦୁଃଖରେ ଭିଜି ଭିଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy