STORYMIRROR

Rekharani Sahu

Tragedy Others

4.0  

Rekharani Sahu

Tragedy Others

ଶେଷ ଶ୍ରାବଣ

ଶେଷ ଶ୍ରାବଣ

1 min
221


ସେ ଶ୍ରାବଣଟା ସିନା ଶେଷ ହେଇଗଲା

ହେଲେ କ୍ଷତାକ୍ତ କରିଦେଇ ଗଲା

ପ୍ରତ୍ୟେକ ମୁହୂର୍ତ୍ତକୁ ।


ଯୋଉ ମୁହୂର୍ତ୍ତ ମୋର ଆପଣାର ଥିଲା

ଯୋଉ ସମୟ ମୋ ପାଖେ ଦାସ ସାଜିଥିଲା

ସେ ପୋଡି ଖାଇଗଲା ମୋ କର୍ମକୁ ।


ଶ୍ରାବଣ ଧାରା ଧିରେ ଧିରେ ଯାଇ

ଶୀତ ବସନ୍ତ ଆସିଲା

ହେଲେ ସେ ରଙ୍ଗ ସବୁ ମତେ କଳଙ୍କିନୀ ସଜେଇ ଦେଲା

ମୁଁ ଆଘାତ କରିଚାଲିଲି ନିଜକୁ ।


ମୁକ୍ତ ହୋଇ ବଞ୍ଚିବାକୁ ଯେବେ ଏ ମନ ସ୍ଥିର କଲା

ଏ ସମାଜ ଅଙ୍ଗୁଳି ନିର୍ଦ୍ଦେଶ କରି ଉପହାସ କଲା

କେମିତି ସହିଥାନ୍ତି କୁହ ସେ ଆକ୍ଷେପ କୁ ।


ସେ ଶ୍ରାବଣକୁ ଫେରି ଯିବାକୁ ହୃଦୟ ଆଦେଶ ଦେଲା

ସେତ ଅଭିମାନ କରି ଶେଷ ହୋଇଗଲା

କିନ୍ତୁ ମୁଁ ଜାବୁଡି ଧରିଛି ମୋ କର୍ମକୁ ।


Rate this content
Log in

Similar oriya poem from Tragedy