Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational

3  

Sunanda Mohanty

Inspirational

ଶବ୍ଦ ଲହରୀ

ଶବ୍ଦ ଲହରୀ

1 min
173



ଶବ୍ଦର ଲହରୀ ଯୋଗାଏ ଭଉଁରୀ

କବି ହୁଏ ଛଟପଟ

ଶଦ୍ଦ ପାହାଡ଼ରୁ ଶଦ୍ଦ ସହ ନାବ

ବାହି କରେ କବି ନାଟ


ଶବ୍ଦ ସହ ଯୋଡ଼ି ଭାବର ଆଦାନ 

କବି ଚିନ୍ତାଧାରା କେବେ ସ୍ପଷ୍ଟ

ଶଦ୍ଦ ସହ ଯୋଡ଼ି ଭାବର ପ୍ରଦାନ

କବି ଭାବନା ବୁଝିବା ଅସ୍ପଷ୍ଟ


ବଡ ବଡ ଶବ୍ଦ ପାହାଡୁ ଖସାଇ ନପାରି

ମନେ କରେ କବି ନିଜକୁ ଛୋଟ

ବଡ ବଡ ଶବ୍ଦ ପ୍ରୟୋଗରେ

ପାଠକ ସମୟ ନଷ୍ଟ


ଶଦ୍ଦ ଯୋଡ଼ିଦେଲେ କବିତା ବନିବ

ନିଃସନ୍ଦେହ ସୁସ୍ପଷ୍ଟ

ଶଦ୍ଦ ଭିତରେ ଭାବକୁ ରଖି ବାର୍ତ୍ତା ଦେଲେ

ହୁଏନାହିଁ କିଛି ନଷ୍ଟ


କୋଉ କବି ଭାବେ ଶବ୍ଦ ବତୁରାଇ

କରିଦେବ ଯଦି ପେଷ୍ଟ

ହୁଏତ ପାଠକ ନବୁଝି କହିପାରନ୍ତି

ବଡ କବି ଇଏ ବୁଝିବା କଟୁ ରିଷ୍ଟ


ଆଉ ପାଠକ କହନ୍ତି କବିତା ବୁଝୁ ନିଜେ

ବୋଧହୁଏ ପାଠକ ଏମିତିବି ଅସନ୍ତୁଷ୍ଟ

ସନ୍ତୁଷ୍ଟତା ଓ ବାର୍ତ୍ତା ଦେବାକୁ ଭଲ କବି ନା

ପାଠକ ବୁଝିବା  ରଖି ଅଭୀଷ୍ଟ

ଭଲ କବିତାଟି ଉତ୍ତୁରୁ ନାହିଁ ମୋ 

ଆତ୍ମପ୍ରକାଶରେ କ୍ଳୀଷ୍ଟ



Rate this content
Log in

Similar oriya poem from Inspirational