STORYMIRROR

Sunanda Mohanty

Tragedy

4  

Sunanda Mohanty

Tragedy

ଶବ

ଶବ

1 min
23K


ସକାଳୁ ସକାଳୁ 

କରୋନାରେ ମୃତ୍ୟୁ 

ବଢାଏ ଆଶଙ୍କାର ହେତୁ 

ନିଶ୍ଚୟ ମହାଦଶା କେତୁ 

ରାଗିଛନ୍ତି ଆମଉପରେ 

ଆମ ଆଚରଣ ଅଶୁଦ୍ଧିରେ

ଭାଇ ବନ୍ଧୁ ସଙ୍ଗେ ନିଶ୍ଚେ ।

ମୃତ୍ୟୁ ଦଣ୍ଡ ଦିଆଇବେ ଏତେ 

ଗୋଡ଼ ତଳେ ପଡିଯିବା 

ବିବେକ ବୁଦ୍ଧି ଆଚରିବା 

ସଙ୍ଗାରୋଧ ଘରେ ସଂଘର୍ଷରେ 

ଶିରୋନାମା କରେ ଆହତ 

ଖାଦ୍ୟ ଫୋପଡ଼ା ପ୍ରସଙ୍ଗ ।

ବାଧେ ଏତେ ବହୁତ 

ଆଉ ସବୁ କାରନାମା ନିଶ୍ଚେ ଗଳିତ 

ଆମେ ଗୋଟେ ଗୋଟେ ପଚା ଶବ 

ସୁଗନ୍ଧେ ଅବା ଦୁର୍ଗନ୍ଧେ ବାସୁ ନିଶ୍ଚିତ 

ଏଇ ଜୀବନ ଜୀବିକା ଘଡି ସନ୍ଧି ବେଳେ 

ଏସବୁ ଆଚରଣ କରେ ମର୍ମାହତ 

ମହାଦଶା, ମହାବାହୁ ମହାଶୟ 

ଅତୀବ ହତବମ୍ବ ଆହତ ଶତତ ।


Rate this content
Log in

Similar oriya poem from Tragedy