STORYMIRROR

Priyadarsini Das

Tragedy

3  

Priyadarsini Das

Tragedy

ମୁଁ ଜାଣେ କି ..?

ମୁଁ ଜାଣେ କି ..?

1 min
200


ତୁ ଆଜି କେଉଁଠି ମୁଁ ଜାଣି କି ବି ଜାଣେନି ,

କିନ୍ତୁ ଦିନେ ଯେ ତୁ ଆସିବୁ କି ନା 

ସେ କଥା ବି ଜାଣେନି ,

ମୁଁ ତୋର ମନେ ଅଛି କି ନା ମୁଁ ବୋଧ ହୁଏ ଜାଣେନି ,

କିନ୍ତୁ ତୁ ଯେ ମୋର ମନେ ଅଛୁ 

ଏ କଥା ତୁ ତ ଜାଣିଛୁ।

କେବେ ତୁ ମୋତେ ଖୋଜିବୁ କି ନା ଜାଣେନି ,

କିନ୍ତୁ ମୁଁ ଯେ ତୋତେ ଖୋଜେ ଏ କଥା ଟା ତୁ ଜାଣୁ।

ଜାଣୁ ନା ?

ସବୁ କିଛି ଭୁଲ କି ଠିକ୍ ପାଇଁ ତୁ ନିଜକୁ ଦୋଷ ଦେବୁ କି ନା ଜାଣେନି ,

କିନ୍ତୁ , କିଛି ନ ଭାବି ମୋ ମୁଣ୍ଡରେ ସବୁ ଦୋଷ ଦେବୁ ମୁଁ ଜାଣେ ।

କେବେ ଦରକାର ହେଲେ ତୁ ମୋ ପାଖେ ଥିବୁ କି ନା ଜାଣେନି ,

କିନ୍ତୁ ବିପଦ ଆସିଲେ ତୁ ମୋତେ 

ଏକା କରିଦେବୁ , ଏ କଥା ମୁଁ ଜାଣେ ।


କିନ୍ତୁ ସବୁ ପରେ କେଉଁଠି ନା କେଉଁଠି 

ଦିନେ ତୁ ମନରେ ମୋତେ ଖୋଜିବୁନି ମୁଁ ଜାଣେ ।


ଖୋଜିବୁ ନି ନା ?


Rate this content
Log in

Similar oriya poem from Tragedy