Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

3  

Pranati Jena

Inspirational Others

ଶାଶ୍ୱତ ଦର୍ଶନ

ଶାଶ୍ୱତ ଦର୍ଶନ

1 min
319


ଦେବୀ ମହାମାୟା ମାତୃଶକ୍ତି ରୂପା

କ୍ଳେଶ ଦଳିନୀ ଅଭୟା,

ଦୟାର ସାଗରୀ କରିବ ସୁଦୟା

କୃପାମୟୀ ଅପରୂପା ।


ଆସ ମହାମାୟୀ ତଵ କୃପା ବହି

ଚେତନା ର ଦୀପ ଜାଳି,

ଜାଗି ଉଠ ମାୟୀ ଭାବ ଦିଅ କହି

ଶ୍ରୀ ପଦେ ମୋ ପୁଷ୍ପାଞ୍ଜଳି ।


ଅନାଥ, ଅରକ୍ଷ ତୁମ ବିନା ଏଇ

ସଂସାର କ୍ଷେତ୍ର ମା' ଚାହଁ,

ନିରବିତ ପ୍ରାଣ ଖୋଜେ ସଦା ଧ୍ୟାୟୀ

ଲୁହରେ ପଖାଳା ମୁହଁ ।


ପୁଣ୍ୟ କଳସରେ ଶାନ୍ତି, ପ୍ରୀତି ଭରି

ଆସ ମାଆ ଧରାପରେ,

ଦୁର୍ଗତିନାଶିନୀ ଅମୃତ ବିତରି

ପାର୍ବଣ ଶରତ ଧାରେ ।


Rate this content
Log in

Similar oriya poem from Inspirational