ଶାନ୍ତି
ଶାନ୍ତି
ଶାନ୍ତି ଏବେ ବଜାରର ସଉଦା
ଶାନ୍ତି ଏବେ ନିତିଭ୍ରଷ୍ଟ
ଶାନ୍ତି ଏବେ ହାଟନାଟ
ଶାନ୍ତି ଏବେ ଭ୍ରାନ୍ତି
ଶାନ୍ତି ଏବେ ମତିଭ୍ରମ
ଶାନ୍ତି ଏବେ ଅଶାନ୍ତି
ଶାନ୍ତି ଏବେ ପୁରା କମରସିଆଲ ପର୍ପୋଜ
ଶାନ୍ତି ଏବେ ପାଶବିକତା
ଶାନ୍ତି ଏବେ ରୁକ୍ଷତା
ଶାନ୍ତି ଏବେ ବର୍ବରତା
ଶାନ୍ତି ଏବେ ଛଳନା
ପ୍ରତାରଣା ।
