STORYMIRROR

Priyadarsini Das.

Tragedy Inspirational

4  

Priyadarsini Das.

Tragedy Inspirational

ଶ , ସ , ଷ

ଶ , ସ , ଷ

1 min
24.6K


ସରେ ସୃଷ୍ଟି 

ସରେ ସଂସାର

ଶରେ ଶ୍ରେଷ୍ଠ 

ସରେ ସମାଜ

ସରେ ସାମାଜିକ ପ୍ରାଣୀ (ମାନବ) ।


ସରେ ସ୍ନେହ 

ଶରେ ଶ୍ରଦ୍ଧା 

ସରେ ସମ୍ମାନ

ସରେ ପୁଣି ସୃଷ୍ଟି

ସରେ ସମ୍ପର୍କ ।


ସରେ ସ୍ବାର୍ଥ 

ଶରେ ଶୋଷଣ 

ସରେ ପୁଣି ସୃଷ୍ଟି ହୁଏ

ସରେ ସମସ୍ୟା ।


ଶରେ ଶିକ୍ଷା 

ସରେ ସଂସ୍କାର 

ଶରେ ଶାନ୍ତି ଆଣିଦିଏ 

ସରେ ସମାଧାନ ।


ସରେ ସୀମା ଟପିଲେ 

ସର ସଂସ୍କାରର ଚକ

ଶରେ ଶେଷ ହୁଏ 

ସରେ ସମ୍ପର୍କ 

ସରେ ହୋଇଥିବା ସୃଷ୍ଟି 

ସରେ ହୁଏ ସଂହାର 


ଷରେ ଷାଠିଏ ବର୍ଷର

ସରେ ସମ୍ପର୍କ

ଶରେ ଶେଷ ହୁଏ

ଷରେ ଷାଠିଏ 

ସରେ ସେକେଣ୍ଡରେ

ସରେ ସମୟର ତାଳରେ

ସରେ ସୀମାର ଗାର ପଡ଼ିଯାଏ ସମ୍ପର୍କରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy