STORYMIRROR

Sunanda Mohanty

Inspirational

4  

Sunanda Mohanty

Inspirational

ସେବିକା

ସେବିକା

1 min
24.1K


କରୋନାର ଅନ୍ୟତମ ଯୋଦ୍ଧା 

ନର୍ସ ଭାଇ ଭଉଣୀମାନେ ବିଶୁଦ୍ଧା 

ଅସମୟରେ ଜୀବନ କୁ ଛଡାଇ ପାଣି 

ରୋଗୀ ବୋଲି ନଭାବି ଜୀବନ ବଂଚାଇପୁଣି

ପରିଚୟ ଦେଇଛନ୍ତି ସୁନା ଭାଇ ଭଉଣୀ 

ନିଜ ଭୋକ ନିଜ ଡର ପରିବର୍ତ୍ତେ 

ଆତ୍ମପ୍ରତେୟ ଜାଗ୍ରତେ ଓ ପ୍ରକ୍ରୁସ୍ଥିତେ 

ମହାମାନବ ମାନବୀ ସ୍ୱୀକାର ସର୍ବଜନହିତେ  

ଉଚିତ ବଳିଦାନ ନକରିବା ଅପମାନ 

ତାଙ୍କ ସମର୍ପଣ ଭାବ ଆଣିଦେଉ ସାନମାନ 

ପରସ୍ପରେ ଆଣି ଶ୍ରଦ୍ଧା ସୁମନ 

ଦେଇ ସ୍ୱାର୍ଥ ଜଳାଞ୍ଜଳି ବାକି ଜୀବନ 

ଜୀବିକା ର ବର୍ତ୍ତୀ ଆଦର୍ଶବାଦୀ 

ଶିଖି ହେବା ଅନ୍ୟତମ ଗରୀୟାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational