Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Inspirational

4.0  

Priyanaka daya Kari nema kyha

Inspirational

ସେ ମାଆ

ସେ ମାଆ

1 min
226


    

ଶୁଣ ଶୁଣ ମୋର ସାରା ଜଗତର , ସନ୍ତାନ,

ଗର୍ବେ ଗାଉ ଅଛି ଯେଉଁମାନଙ୍କ , ଗାନ |

ସେମାନଙ୍କୁ ମୋର କରେ ଜୟ ଜୟ କାର,

ହେଲି ମୁହିଁ ପୃଥିବୀ ମାତା ତାଙ୍କର ||****1


ଅପରିଷ୍କାରୁ ଯିଏ ହୋଇଛି ଜାତ,

ତୁମ୍ଭ ଅପରିଷ୍କାକୁ ସଫା ହିଁ , କରେ, ତାରି ହାତ |

କିପରି ମୁଁ ଦେବି ତାଙ୍କୁ , ଦୂରେଇ,

ମୁଁ ପା ମାତା ପୃଥିବୀ ସଭିଙ୍କରି ||******2



କୁହ ରାସ୍ତାକୁ ଓହ୍ଲାଅ ନାହିଁ କେହି,

ଚାରିଆଡେ ରୋଗର ତ୍ରାହି ତ୍ରାହି |

ହେଲେ ମୋର ସେ ସନ୍ତାନ ଜଗିଛି , ତୁମ୍ଭ ପାଇଁ,

ଖାଇଲେ ଖାଇବି ମାଡମୁହିଁ ମୁଁ , ପା ମାତା ବି ତା ପାଇଁ ||***3




ଦୂରତା ରଖିଲ ନିଜେ ନୁହଁ କାହାରି,

ଦୁରେଇ ଦେଇନି ସେ ପୁଅ ମୋହରି |

ନିଜ ଶରୀରଙ୍କୁ ନ ଡରି, କରେ , ସେ ସେବା,

ତାକୁ ଆଉଁସି ଦିଏ ମୁଁ ପା , ସେହି , ପୃଥିବୀ ମାତା ||***4



ନିଜ ପରିବାରଙ୍କୁ କରି ତୁଛ,

ଯାଇଛି ପୁତ୍ର ମୋର ଦୂର , ବିଦେଶ |

ଜଗି ରହିଛି ସୀମାନ୍ତ ରେ ପଡୋଶୀ ଦେଶ,

ମୁଁ କରେ ଗର୍ବ ତାଙ୍କୁ , ନେଇ ପୃଥିବୀ ମାତା ****5


ନିଜ ନିଜ ସ୍ୱାର୍ଥ ପାଇଁ ସବୁ , ଅଛ,

ଏମାନଙ୍କ ଦୁଃଖ ଆକୁଳ, କିଏ ବା ବୁଝୁଛ |

କେମିତି ଦେବି ମୁଁ ଦୁରେଇ , ଏମାନଙ୍କୁ କୁହ ତ,

ମାତା ହୋଇ ମୋ ଦେହେ ଲାଗିବ କଳଙ୍କ ||****6




କରୁଛି କରିବି ଗର୍ବ ନେଇ ଏହି , ପୁତ୍ର ଙ୍କୁ ମୋର,

ଅଲୋଡ଼ା ବୋଲି ତୁହି ନଭାବିବୁ ସତ |

ଦଉ ପଛେ ତତେ ଯିଏ ଯେତେ , ଦୁରେଇ,

ମୁହିଁ ନେବି କୋଳେଇ ଜନ୍ମ , ରୁ ମୃତ୍ୟୁ ||*****7



ମୁହିଁ ଅଛି ତୋ ପୃଥିବୀ ,ମାତ


Rate this content
Log in

Similar oriya poem from Inspirational