Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purita Rana

Abstract Others

3  

Purita Rana

Abstract Others

ସେ ଜଣେ ଅଜଣା ଝିଅ

ସେ ଜଣେ ଅଜଣା ଝିଅ

1 min
337


ଅଜଣା ଝିଅକୁ ଭଳପାଇ ବସିଲି ଜାଣେନା ମୁ କେବେ

କେତେ ଭଳ ପାଇଛି ତାକୁ କହିପାରିବିନି ସତେ ।

ଝିଅ ତ ନୁହେଁ ସେ ଜଣେ ପରୀ

ସେ ହସିଦେଲେ ଖେଳିଯାଏ ହସର ଲହରୀ ।

ଏ ସଂସାର ଭିତରେ ପାଇସାରିଛି ତା ଠିକଣା

ହେଲେ ତା ଓ ମୋ ଭିତରେ ହୋଇନାହିଁ କଥାର ଆଦାନପ୍ରଦାନ ।

ତାକୁ କେବେମୁ ଜାଣେନି ସେ ଜାଣିଛିକି ଜାଣେନା

ତଥାପି ହୃଦୟ ଭିତରେ ରହିଯାଇଛି ସେ ପ୍ରିୟତମା ।

ସେ ମୋ ହୃଦୟ ର ଧାରା

ତାବିନା ମୋ ଜୀବନ ଅଧୁରା ।

ଭଳ ପାଇଛି ତାକୁ ହୃଦୟ ଦେଇକି

ତା ହାତ କେବେ ଛାଡିବିନି ସତ କହୁଛି ।

ଭଗବାନଙ୍କ ଠାରେ କୁରୁଛି ପ୍ରାର୍ଥନା

ମିଳିଯାଉ ସେ ପ୍ରିୟତମା ।


Rate this content
Log in

Similar oriya poem from Abstract