STORYMIRROR

Purita Rana

Abstract

2  

Purita Rana

Abstract

ଭାରତ ମାତା

ଭାରତ ମାତା

1 min
623

ଭାରତରେ ମୋର ଜନମ ଅଟଇ

ଭାରତରେ ମୋରଘର

ଦେଶ ମୋର ଭାରତ ଅଟଇ

ସହଜେ ତିନି ଅକ୍ଷର

ଦେଶରେ ଆମର ଅନେକଧର୍ମର

କେ କହେହିନ୍ଦୁ,କେ କହେ ଖ୍ରୀଷ୍ଟିଆନ,କେ କହେ ମୁଶଳମାନ

ସଭିଙ୍କ ମନରେ ଭାତୃତ୍ୱଭାବ

ଫୁଟିଅଛି ଦେଶରେ ଆମର

କିସୁନ୍ଦୁର ଆହକି ମନୋହର ଏଦେଶ

ଯେଉଁଠି ଫୁଟିଅଛି ପ୍ରେମରବାସ

ଜାତି,ଧର୍ମ,ବର୍ଣ୍ଣ ନାହିଁଭେଦଭାବ

ସବୁବ୍ୟକ୍ତି ପାଖରେଅଛି ପ୍ରେମରଭାବ

ଧନ୍ୟଆମ ଦେଶ,ଧନ୍ୟଆମ ମାଟି

ଏହିଠି ଜନମହୋଇଛୁ ରଖିବାତାର ନାଟି

କହେସେ ଏ ଜଗତ

ଭାରତ ଅଟଇ ସବୁଠୁଁସୁନ୍ଦର


Rate this content
Log in

Similar oriya poem from Abstract