Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purita Rana

Inspirational

3.9  

Purita Rana

Inspirational

ଜୀବନ

ଜୀବନ

1 min
249


ଜୀବନଟା ଲାଗେ ମତେ ସୁନ୍ଦର

ଜୀବନଟା ଲାଗେ ମତେ ନିଜର ।

ଜୀବନଟା ଲାଗେ ମତେ ବିଶ୍ୱାସ

ଜୀବନଟା ଲାଗେ ମତେ ନିଶ୍ୱାସ ।

ଜୀବନଟା ଲାଗେ ମତେ ଦୁର୍ବଳ

ଜୀବନଟା ଲାଗେ ମତେ ସବଳ ।

ଜୀବନଟା ଲାଗେ ମତେ ସରଳ

ଜୀବନଟା ଲାଗେ ମତେ ନିରଳ ।

ଜୀବନଟା ଲାଗେ ମତେ ସ୍ୱାଦ

ଜୀବନଟା ଲାଗେ ମତେ ଦ୍ଵନ୍ଦ୍ୱ ।

ଜୀବନଟା ଲାଗେ ମତେ ମରଣ

ଜୀବନଟା ଲାଗେ ମତେ ସରଣ ।

ଜୀବନଟା ଲାଗେ ମତେ ସରଗ

ଜୀବନଟା ଲାଗେ ମତେ ନରକ ।

ଜୀବନଟା ଲାଗେ ମତେ ସତ

ଜୀବନଟା ଲାଗେ ମତେ ମିଛ ।

ଜୀବନଟା ଲାଗେ ମତେ ଅନ୍ଧାର

ଜୀବନଟା ଲାଗେ ମତେ ଆଲୋକ ।

ଜୀବନଟା ଲାଗେ ମତେ ହସ

ଜୀବନଟା ଲାଗେ ମତେ କାନ୍ଦ ।

ଜୀବନଟା ଲାଗେ ମତେ ବିକଳ

ଜୀବନଟା ଲାଗେ ମତେ ଆକୁଳ ।

ଜୀବନଟା ଲାଗେ ମତେ ସଫଳ

ଜୀବନଟା ଲାଗେ ମତେ ବିଫଳ ।

ଜୀବନ ଟା ଲାଗେ ମତେ ବିରାଟ

ଜୀବନଟା ଲାଗେ ମତେ ସାହାସ ।


Rate this content
Log in

Similar oriya poem from Inspirational