STORYMIRROR

Pramila Sahoo

Inspirational

3  

Pramila Sahoo

Inspirational

ସବୁଠାରୁ ଶ୍ରେଷ୍ଠ

ସବୁଠାରୁ ଶ୍ରେଷ୍ଠ

1 min
13.9K


ଜଗତରେ ପରା ବାପା ମାଆ

ସବୁଠାରୁ ଶ୍ରେଷ୍ଠ

କେବେ କର ନାହିଁ ନିଜଠୁ ପର

କେତେ ପୂଣ୍ୟ ବଳେ

ପାଇଛ ମନୁଷ୍ୟ ଜନ୍ମ

କାହାର ସୁଖ ସଂସାରରେ

ନ ଦିଅ କେବେ ଲୁହ

ମନୁଷ୍ୟ ଜନ୍ମ ନୁହେଁ ଚିରନ୍ତନ

ଆଜି ମଲେ କାଲିକି ପରା ଦୁଇଦିନ

ଏ ଧନ, ସମ୍ପତ୍ତି, ସୁନ୍ଦର ,ଯୌବନ

ଦିନେ ତ ଶେଷ ହୋଇ ଯିବ

ଆସିଥିଲେ ଦିନେ ଖାଲି ହାତେ

ଚାଲିଯିବା ବି ଦିନେ ଖାଲି ହାତେ

ଯଦି କରିଥିବା ଅନ୍ୟ ପାଇଁ ଭଲ କାର୍ଯ୍ୟ

ତେବେ ହେବ ମନୁଷ୍ୟ ଜନ୍ମ ସଫଳ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational