STORYMIRROR

Chinmayee Kanta

Fantasy Others

3  

Chinmayee Kanta

Fantasy Others

ସବୁଜ

ସବୁଜ

1 min
213

ସବୁଜ ସବୁଜ ଯୁଆଡେ ଦେଖିଲେ 

ଖାଲି ସବୁଜ ହିଁ ସବୁଜ

ନିଆରା ସଂସାର କେବେ ଶୁଖିଲା ଗଛ ତ' 

କେବେ ସବୁଜ ରଙ୍ଗରେ ପରିପୂର୍ଣ୍ଣ

ପତ୍ର ଆଉ ସଂସାର

ବନ ଅରଣ୍ୟ, ପାହାଡ଼ ପର୍ବତ, 

ନଈ ନାଳର ହିଡ ସବୁ ଖାଲି

ସବୁଜ ହିଁ ସବୁଜ ।

କି ସୁନ୍ଦର ସେ ପ୍ରକୃତି , କି ସୁନ୍ଦର ସେ ଧରା

ଚଉଦିଗ କେବଳ ସବୁଜ ହିଁ ସବୁଜ।

ସତରେ ବର୍ଷା ଋତୁ ନୁହଁ

ଏହା ତ' ସବୁଜ ଋତୁ ।

ସେଥି ପାଇଁ ତ ସବୁଜକୁ 

ସୁନ୍ଦର ର ଆକ୍ଷା ଦିଆ ଯାଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy