STORYMIRROR

Sasmita Acharya

Tragedy

2  

Sasmita Acharya

Tragedy

ସ୍ବପ୍ନର ପସରା

ସ୍ବପ୍ନର ପସରା

1 min
3.0K


ପ୍ରତିକ୍ଷଣ ତୁମେ ଦେଉଥିବା

ଦୁଇ ଧାର ଲୁହ ଭିତରେ ବି

ନିରସ ଦୁଇ ଆଖି

ହୋଇ ପାରୁନି ଦିଗହରା ,,

ନିର୍ଜନ କୋଠରୀର ଦିପ୍ ଦିପ୍

ଦୀପ ଶିଖାଟି ବି ସାନ୍ତ୍ବନା ଦେଉଛି

କେଉଁ ଏକ ସକାଳର ସୂର୍ଯ୍ଯ

ଧରି ଆସିବ ସେଇ ତୋ ସ୍ବପ୍ନର ପସରା…||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy