Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Inspirational

3  

rasmi maye pati

Inspirational

ସ୍ବପ୍ନ

ସ୍ବପ୍ନ

1 min
158



ସ୍ୱପ୍ନ ଦେଲ ତୁମେ ତନ୍ଦ୍ରା ଦେଲ ତୁମେ 

 ଯାମିନୀଟା ସ୍ୱପ୍ନମୟ

କିଛି ରହିଗଲା ଅଧା ଗଢା ହୋଇ

 ଆଉ କିଛି ଅପାଂକ୍ତେୟ ୧

ଦିନ ସରିଯାଏ ରାତି ସରିଯାଏ

 ମଧ୍ୟାହ୍ନ ଟପେ ବୟସ

ପୂରିବ ପୂରିବ ଭାବି ଭାବି ମୁଁ ଯେ

  ରାତି ହୋଇଯାଏ ଶେଷ ୨

ତଥାପି ଅଟକେ ଅଧା ସଡ଼କ ରେ

  ଅଧା ପୁରା ସ୍ୱପ୍ନ ରାଜି

କିଏ ସେ ଜାଣିଛି କେତେ ଦିନ ଆଉ

 କେତେ ରାତି ଅଛି ବାକି ୩



Rate this content
Log in

Similar oriya poem from Inspirational