STORYMIRROR

Dr.Prativa manna

Romance

2  

Dr.Prativa manna

Romance

ସାଥୀ

ସାଥୀ

1 min
129

ପକ୍ଷୀ ଖୋଜେ

ନିକାଞ୍ଚନ ବନାନୀ

ମୋନ ଖୋଜେ

ପୁରୁଣା ଦିନ ସାଥୀ


ଦେଖୁଥିଲି ତମକୁ ନେଇ

ସୁନେଲି ସ୍ବପ୍ନ

ଗଢିଥିଲି ତମକୁ ନେଇ

ସୁନ୍ଦର ଭବିଷ୍ୟତ


ଆଜି ଭୁଲିଗଲ

ସବୁ ସ୍ମୃତି

କଥା ଦେଇଥିଲ

ଅଲଗା ହବନି

ହେଲେ

ରହିଗଲା ଆମର

ଏ ଅଧୁରା କାହାଣୀ

ସ୍ୱପ୍ନର ଘର


ଆଉ ଏ ବେଳାଭୂମି

ପାହାଡ଼ ଝରଣା

ରହିଗଲେ

ଆମ ପ୍ରେମର

ସବୁଦିନ ସାକ୍ଷୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Romance