STORYMIRROR

Dr.Prativa manna

Romance

3  

Dr.Prativa manna

Romance

କହିଦିଅ

କହିଦିଅ

1 min
195

ମେଘକୁ ପଚାରିଲି

ଶ୍ରାବଣକୁ ପଚାରିଲି

ଚାନ୍ଦକୁ ପଚାରିଲି

ମୋ ପ୍ରିୟା ର

ଅଭିମାନ

କେମିତି ଦୂର କରିବି


ମୋ ପ୍ରିୟା ଯେ

ଭାରି ଫୁଲେଇ

ଟିକେ କଥାରେ

ଆଖିରୁ ଦିଏ

ଲୁହ ଗଡେଇ


ମୋ ପ୍ରିୟା

ଋଷିଲେ ଫିକା ଫିକା

ଲାଗେ ସବୁ କଥା

ମନରେ ଥାଏ

ଅନେକ ଯନ୍ତ୍ରଣା


ବୁଝେଇ ଦିଅ ଥରେ

ମୋ ପ୍ରିୟାକୁ

ତା ପ୍ରିୟତମ

ତାକୁ ରାତିଦିନ

ମନେ ପକଉଛି କେତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Romance