STORYMIRROR

Dr.Prativa manna

Inspirational

3  

Dr.Prativa manna

Inspirational

ତମ ପାଇଁ

ତମ ପାଇଁ

1 min
2

 ତୁମ କଥା ଭାବି ଭାବି
 ଦିନ ଯାଏ ବିତି
 ଆଖିରେ ନିଦ ଯାଏ ହଜି
 ସାଗର କୂଳେ ବସି
 ମନେ ପଡ଼ିଯାଏ ସବୁ କିଛି l

 ତମ ସହ ବନ୍ଧା ଯେ ମୁଁ
 ଇଚ୍ଛା ଥାଇ ବି
 ଭୁଲି ହୁଏନା
 ତମକୁ ଦେଖିଲା ଦିନ ରୁ
 ମୋନ ମୋର ଅମାନିଆ l

 ତମ ପ୍ରେମରେ କାହିଁକି
 ଛନ୍ଦି ଦେଲ ମୋତେ
ଭୁଲି ବି ଭୁଲିବାକୁ
 ଦିଅ ନାହିଁ ମୋତେ l

 ଦିନ ବିତି ଯାଏ
 ତମ ଭାବନାରେ
 ସେ
 ମୋ ଜଗl କାଳିଆରେ l dr.prativa


Rate this content
Log in

Similar oriya poem from Inspirational