STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ଛଳନା

ଛଳନା

1 min
138

ସମ୍ପର୍କରେ ନ ଥାଏ ଅଭିମାନ

ଥାଏ ବିଶ୍ୱାସ 

ସମ୍ପର୍କରେ ନ ଥାଏ ଛଳନା

ଥାଏ ହୃଦୟର 

ଭଲପାଇଵା 

ଛଳନାରେ ସମ୍ପର୍କ ବନ୍ଧା ହୁଏ

ନାହିଁ

ଛଳନାରେ ସମ୍ପର୍କ ଗଢ଼ା ହୁଏ ନାହିଁ

ସମ୍ପର୍କ ଏମିତି ଏକ 

ପବିତ୍ର ଯାହାର 

ତୁଳନା 

ସାତ ସମୁଦ୍ରର ଗଭୀରତା କୁ

ଯେମିତି କେହି ପାରେନା ମାପି

ଠିକ ସେମିତି ଛଳନା

କରୁଥିବା ଲୋକେ

ସମ୍ପର୍କର ମୂଲ୍ୟ

ପାରେନା ବୁଝି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Abstract